Get latest online news updates. All news categories available here . Join with us to make our news chain rapid and randomly.

କେବେ ହେବ ଭାରତ ବନାମ ଶ୍ରୀଲଙ୍କା ମ୍ୟାଚ । କାହିଁକି ପରିବର୍ତନ ହେଲା ଖେଳ ତାରିଖ

ସ୍ୱାଗତ ଦର୍ଶକବନ୍ଧୁ,ଯଦି ଆପଣମାନେ କ୍ରିକେଟ ଖେଳକୁ ପସନ୍ଦ କରନ୍ତି ତେବେ ଅପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ଶିଖର ଧାୱାନ ନେତୃତ୍ୱରେ ରେ ଶ୍ରୀଲଙ୍କା ଗ୍ରସ୍ତରେ ଜାଇଛି ଏବଂ 13 ତାରିଖରେ ରେ ପ୍ରଥମ ଦିନିକିଆ ମ୍ୟାଚ ହେବାର ଥିଲା କିନ୍ତୁ ଏହା ଏବେ ବାତିଲ ହୋଇଛି ।


କାରଣ ଇଂଲଣ୍ଡ ଗ୍ରସ୍ତରୁ ଫେରିଥିବା ଶ୍ରୀଲଙ୍କା ଦଳର କିଛି ସଦସ୍ୟଙ୍କ କୋରାନା ରିପୋର୍ଟ ପୋଜେଟିଭି ଆସିଛି। ଶ୍ରୀଲଙ୍କା ଦଳର ବ୍ୟାଟଇଂ କୋଚ ମଧ୍ୟ କୋରାନା ରିପୋର୍ଟ ପୋଜେଟିଭି ଆସିଛି। ତାହାକୁ ଦୃଷ୍ଟିରେରଖି ଭାରତ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚକୁ ଜୁଲାଇ18ତାରିଖ ପର୍ଯ୍ୟନ୍ତ ପରିବର୍ତନ କରାଯାଇଛି। ପରିବର୍ତିତ ଖେଳ ସୂଚୀ ଏହିପରି ଅଛି

ପରିବର୍ତିତ ଖେଳ ସୂଚୀ (ଭାରତ ବନାମ ଶ୍ରୀଲଙ୍କା)
ଜୁଲାଇ18 – ପ୍ରଥମ ଦିନିକିଆ
ଜୁଲାଇ20 – ଦ୍ୱିତୀୟ ଦିନିକିଆ
ଜୁଲାଇ23 – ତୃତୀୟ ଦିନିକିଆ

ଜୁଲାଇ25 – ପ୍ରଥମ ଟି20
ଜୁଲାଇ27 – ଦ୍ୱିତୀୟ ଟି20
ଜୁଲାଇ29 – ତୃତୀୟ ଟି20

ବନ୍ଧୁଗଣ ଯଦି ଆପଣମାନଙ୍କୁ ଆମର ଏହି ଉପସ୍ଥାପନା ଭଲଲଗିଲା। ଆପଣ ଆମକୁ କମେଣ୍ଟ କରି ମନ୍ତବ୍ୟ ଦିଅନ୍ତୁ। 
Share:

No comments:

Post a Comment

Search This Blog

Labels

Recent Posts

Our News Catagories

  • Sports
  • Entertainment
  • Sports
  • Education