କାରଣ ଇଂଲଣ୍ଡ ଗ୍ରସ୍ତରୁ ଫେରିଥିବା ଶ୍ରୀଲଙ୍କା ଦଳର କିଛି ସଦସ୍ୟଙ୍କ କୋରାନା ରିପୋର୍ଟ ପୋଜେଟିଭି ଆସିଛି। ଶ୍ରୀଲଙ୍କା ଦଳର ବ୍ୟାଟଇଂ କୋଚ ମଧ୍ୟ କୋରାନା ରିପୋର୍ଟ ପୋଜେଟିଭି ଆସିଛି। ତାହାକୁ ଦୃଷ୍ଟିରେରଖି ଭାରତ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚକୁ ଜୁଲାଇ18ତାରିଖ ପର୍ଯ୍ୟନ୍ତ ପରିବର୍ତନ କରାଯାଇଛି। ପରିବର୍ତିତ ଖେଳ ସୂଚୀ ଏହିପରି ଅଛି
ପରିବର୍ତିତ ଖେଳ ସୂଚୀ (ଭାରତ ବନାମ ଶ୍ରୀଲଙ୍କା)
ଜୁଲାଇ18 – ପ୍ରଥମ ଦିନିକିଆ
ଜୁଲାଇ20 – ଦ୍ୱିତୀୟ ଦିନିକିଆ
ଜୁଲାଇ23 – ତୃତୀୟ ଦିନିକିଆ
ଜୁଲାଇ25 – ପ୍ରଥମ ଟି20
ଜୁଲାଇ27 – ଦ୍ୱିତୀୟ ଟି20
ଜୁଲାଇ29 – ତୃତୀୟ ଟି20
ବନ୍ଧୁଗଣ ଯଦି ଆପଣମାନଙ୍କୁ ଆମର ଏହି ଉପସ୍ଥାପନା ଭଲଲଗିଲା। ଆପଣ ଆମକୁ କମେଣ୍ଟ କରି ମନ୍ତବ୍ୟ ଦିଅନ୍ତୁ।
No comments:
Post a Comment