Get latest online news updates. All news categories available here . Join with us to make our news chain rapid and randomly.

2021-22 ଶିକ୍ଷାବର୍ଷ ସି.ବି.ଏସ.ଇ ବୋର୍ଡ଼ ପରୀକ୍ଷା ହେବ ନୂଆ ଢାଞ୍ଚାରେ।

ବନ୍ଧୁଗଣ ଆପଣମାନଙ୍କୁ ଆମର ଏହି ନିଉଜ କାର୍ଯ୍ୟକ୍ରମକୁ ସ୍ୱାଗତ।
ଆପଣମାନେ ଜାଣିଥିବେ ଯେ ଚାଳିତ ବର୍ଷ କୋରେନା ପ୍ରକବରୁ ସି.ବି.ଏସ.ଇ ବୋର୍ଡ଼ ପରୀକ୍ଷା ବନ୍ଦ ହୋଇଯାଇଥିଲା,କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୋରେନା ପ୍ରକୋପ ଦେଶରେ କମିନାହିଁ। ଏହି କାରଣକୁ ଦୃଷ୍ଟିରେ ରଖି ସି.ବି.ଏସ.ଇ ବୋର୍ଡ଼ ଏକ ବଡ ନିଷ୍ପତ୍ତି ନେଇଛି ,ଆସନ୍ତୁ ଜାଣିବା ତାହା ବିଷୟରେ ।


କିଛିଦିନ ତଳେ ସି.ବି.ଏସ.ଇ. ବୋର୍ଡ଼ ପକ୍ଷରୁ ଏକ ସୂଚନା ପ୍ରକାଶ ପାଇଥିଲା । ସୂଚନା ଅନୁସାରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ପକ୍ରିୟାକୁ କିଛି ପରିମାଣରେ ବଦଳା ଯାଇଛି। ବୋର୍ଡ଼ ଦ୍ବାରା ପ୍ରକାଶ କରାଯାଇଛି ଯେ ଚଳିତ ଶିକ୍ଷା ବର୍ଷ2021-22 ରେ ଦୁଇଥର ବୋର୍ଡ଼ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଦୁଇଟି ପର୍ଯ୍ୟାୟରେ 50ପ୍ରତିଶତ ର ପରୀକ୍ଷା ହେବ। ପ୍ରଥମ ବୋର୍ଡ ନଭେମ୍ବର କିମ୍ବା ଡିସେମ୍ବର ମାସରେ ହେବାର ସମ୍ଭାବନା ଅଛି।


ଅମେ କହିରଖୁଛୁ ଯେ ଏହି ଶିକ୍ଷା ବର୍ଷର ବୋର୍ଡ ମୁଲ୍ୟକନ ଦୁଇଟି ପର୍ଯ୍ୟାୟରେ ହୋଇଥିବା ପରୀକ୍ଷାରୁ ପ୍ରକାଶ ପାଇବ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଭଲଲଗିଲା। ତେବେ ଆମ ପେଜକୁ ଲାଇକ କରନ୍ତୁ।
Share:

No comments:

Post a Comment

Search This Blog

Labels

Recent Posts

Our News Catagories

  • Sports
  • Entertainment
  • Sports
  • Education